ଓଡ଼ିଶା

ଜଳ ନିଷ୍କାସନରେ ବାଧକ ସାଜିଛି ସମ୍ବଲପୁରର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା

ସମ୍ବଲପୁର: ସହରର ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଏବେ ଜଳ ନିଷ୍କାସନର ପ୍ରମୁଖ ବାଧକ ପାଲଟିଛି। ବର୍ଷା ହେଲେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି…